ଛବିଳ ମଧୁ ବର୍ଣ୍ଣବୋଧ
ସମସ୍ତ ବିଦ୍ୟାଳୟ ପ୍ରାର୍ଥନା
ଆଙ୍ଗୁଠିରେ ଲେଖନ୍ତୁ
ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ
ସ୍ଵରବର୍ଣ୍ଣ ଠାରୁ ଆରମ୍ଭ କରି ମଧୁ ବର୍ଣ୍ଣବୋଧ ପର୍ଯ୍ୟନ୍ତ ସବୁକିଛି ଏବେ ଗୋଟିଏ ସ୍ଥାନରେ । ଆପଣଙ୍କ ପିଲାଙ୍କ ପାଇଁ ଶିକ୍ଷା ହେବ ଏବେ ଅତି ମଜାଦାର ।
ନିଜ ଆଙ୍ଗୁଠି ବ୍ୟବହାର କରି ସ୍କ୍ରିନ୍ ଉପରେ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ । ନିମ୍ନରୁ ଅକ୍ଷର ବଟନ୍ ଚୟନ କରନ୍ତୁ ଏବଂ ଆପଣଙ୍କ ପିଲାଙ୍କୁ ଲେଖିବାରେ ସାହାଯ୍ୟ କରନ୍ତୁ।
ସମ୍ପୂର୍ଣ୍ଣ ବର୍ଣ୍ଣମାଳା ପାଇଁ ଆପ୍ କୁ ଡାଉନଲୋଡ୍ କରନ୍ତୁ
ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ମାତ୍ରା, ଫଳା ଓ ଯୁକ୍ତାକ୍ଷର ଶିଖିବାର ସହଜ ଉପାୟ
Stylus ପେନ୍ ବା ନିଜ ଆଙ୍ଗୁଠି ବ୍ୟବହାର କରି ସ୍କ୍ରିନ୍ ଉପରେ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ
ନୂତନ ଗଳ୍ପ , କବିତା ଆଦି ପଢନ୍ତୁ ଓ କିଛି ନୂଆ ଶିଖନ୍ତୁ
୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଏବଂ ପଢ଼ିବା ଶିଖନ୍ତୁ ।
ସମ୍ପୂର୍ଣ୍ଣ ମାଗଣା ଏବଂ ବ୍ୟବହାର କରିବାକୁ ଅତି ସହଜ ।
ସମ୍ପୂର୍ଣ୍ଣ ବିଜ୍ଞାପନ ମୁକ୍ତ
ଉଦାହରଣ ଶବ୍ଦ ସହ ବାକ୍ୟ (ଯେପରି- "ଅରଟ ରେ ସୂତା ବୁଣା ଯାଏ") ।
ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପଯୋଗୀ ।
-- ସମ୍ପୂର୍ଣ୍ଣ ପ୍ରାର୍ଥନା ଓ ସଙ୍ଗୀତ ପାଇଁ ଆପ୍ କୁ ଡାଉନଲୋଡ୍ କରନ୍ତୁ --