ମୁଖ୍ୟ ପୃଷ୍ଠା ଗୋପନୀୟତା ନୀତି ନିୟମ ଓ ସର୍ତ୍ତାବଳୀ ଡିଜିଟାଲ୍ କପିରାଇଟ୍ ସୁରକ୍ଷା ନିୟମ
ଅ ଆ ବର୍ଣ୍ଣବୋଧ

ଛବିଳ ମଧୁ ବର୍ଣ୍ଣବୋଧ

🙏 ପ୍ରାର୍ଥନା

ସମସ୍ତ ବିଦ୍ୟାଳୟ ପ୍ରାର୍ଥନା

✍️ ଡିଜିଟାଲ୍ ସ୍ଲେଟ୍

ଆଙ୍ଗୁଠିରେ ଲେଖନ୍ତୁ

କ ଖ ବର୍ଣ୍ଣମାଳା

ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ

Odia Bhasa App Icon

ଶିଖିବା ଓ ପଢିବାପାଇଁ ସର୍ବଶ୍ରେଷ୍ଠ ଓଡ଼ିଆ ଆପ୍

ସ୍ଵରବର୍ଣ୍ଣ ଠାରୁ ଆରମ୍ଭ କରି ମଧୁ ବର୍ଣ୍ଣବୋଧ ପର୍ଯ୍ୟନ୍ତ ସବୁକିଛି ଏବେ ଗୋଟିଏ ସ୍ଥାନରେ । ଆପଣଙ୍କ ପିଲାଙ୍କ ପାଇଁ ଶିକ୍ଷା ହେବ ଏବେ ଅତି ମଜାଦାର ।


* ଡାଉନଲୋଡ ଲିଙ୍କ ଆଗକୁ ଯୋଗକରାଯିବ

ଡିଜିଟାଲ୍ ସ୍ଲେଟ୍ ରେ ଅଭ୍ୟାସ କରନ୍ତୁ

ନିଜ ଆଙ୍ଗୁଠି ବ୍ୟବହାର କରି ସ୍କ୍ରିନ୍ ଉପରେ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ । ନିମ୍ନରୁ ଅକ୍ଷର ବଟନ୍ ଚୟନ କରନ୍ତୁ ଏବଂ ଆପଣଙ୍କ ପିଲାଙ୍କୁ ଲେଖିବାରେ ସାହାଯ୍ୟ କରନ୍ତୁ।

ସମ୍ପୂର୍ଣ୍ଣ ବର୍ଣ୍ଣମାଳା ପାଇଁ ଆପ୍ କୁ ଡାଉନଲୋଡ୍ କରନ୍ତୁ

ଆମର ସ୍ୱତନ୍ତ୍ର ବିଶେଷ୍ୱ

ଅ କ ଙ୍କ ୧

ବର୍ଣ୍ଣମାଳା ଓ ମାତ୍ରା

ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ମାତ୍ରା, ଫଳା ଓ ଯୁକ୍ତାକ୍ଷର ଶିଖିବାର ସହଜ ଉପାୟ

👆

ଆଙ୍ଗୁଠିରେ ଲେଖନ୍ତୁ

Stylus ପେନ୍ ବା ନିଜ ଆଙ୍ଗୁଠି ବ୍ୟବହାର କରି ସ୍କ୍ରିନ୍ ଉପରେ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ

📖

ଓଡ଼ିଆ ବହି / ଲାଇବ୍ରେରୀ

ନୂତନ ଗଳ୍ପ , କବିତା ଆଦି ପଢନ୍ତୁ ଓ କିଛି ନୂଆ ଶିଖନ୍ତୁ

📚 ବର୍ଣ୍ଣମାଳା ଶିକ୍ଷା:

  1. ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ: ଅ ରୁ କ୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷରକୁ ଶବ୍ଦ ଏବଂ ବାକ୍ୟ ସହ ଶିଖନ୍ତୁ ।
  2. ମାତ୍ରା ଓ ଫଳା: ମାତ୍ରା (ା, ି, ୀ...) ଏବଂ ଫଳା (୍ୟ, ୍ର, ୍ୱ...) ର ସଠିକ୍ ବ୍ୟବହାର ଜାଣନ୍ତୁ ।
  3. ଯୁକ୍ତାକ୍ଷର: କଠିନ ଯୁକ୍ତାକ୍ଷର ଗୁଡ଼ିକୁ (ଯେପରି- ଙ୍କ, ଞ୍ଚ, ଷ୍ଟ) ସହଜ ଉଦାହରଣ ସହ ବୁଝନ୍ତୁ ।

🔢 ସଂଖ୍ୟା ପରିଚୟ:

୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଏବଂ ପଢ଼ିବା ଶିଖନ୍ତୁ ।


ସମ୍ପୂର୍ଣ୍ଣ ମାଗଣା ଏବଂ ବ୍ୟବହାର କରିବାକୁ ଅତି ସହଜ ।

ସମ୍ପୂର୍ଣ୍ଣ ବିଜ୍ଞାପନ ମୁକ୍ତ

ଉଦାହରଣ ଶବ୍ଦ ସହ ବାକ୍ୟ (ଯେପରି- "ଅରଟ ରେ ସୂତା ବୁଣା ଯାଏ") ।

ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପଯୋଗୀ ।

ଆମ ଆପ୍ ର ଝଲକ

App Screenshot 1
App Screenshot 2
App Screenshot 3
App Screenshot 4
App Screenshot 5
App Screenshot 6
App Screenshot 7
App Screenshot 8
App Screenshot 9

ବିଦ୍ୟାଳୟ ପ୍ରାର୍ଥନା ଓ ସଙ୍ଗୀତ

ଆହେ ଦୟାମୟ ବିଶ୍ୱ ବିହାରୀ
ଭବ ସାଗର ତାରଣ କାରଣ ହେ
ଶ୍ରୀ ଗୁରୁ ବନ୍ଦନା
ହେ ଆନନ୍ଦମୟ କୋଟି
କରୁଣା ସାଗର ପ୍ରଭୁ ହେ
ତୁମେଟି ଜଗତ କରତା
କି ସୁନ୍ଦର ଆହା କି ଆନନ୍ଦମୟ
ଜାତୀୟ ସଙ୍ଗୀତ ଓ ରାଷ୍ଟ୍ର ଗାନ
ରାଜ୍ୟ ସଙ୍ଗୀତ (ବନ୍ଦେ ଉତ୍କଳ ଜନନୀ)

-- ସମ୍ପୂର୍ଣ୍ଣ ପ୍ରାର୍ଥନା ଓ ସଙ୍ଗୀତ ପାଇଁ ଆପ୍ କୁ ଡାଉନଲୋଡ୍ କରନ୍ତୁ --